登入選單
返回Google圖書搜尋
Bhakani
註釋

ଭ କା ନି ଗୁଟେ ଉଯୋଗ , ଏଛେନ ର ନୂଆ ପିଢୀ ଲାଗି , ଜେନଥି ଆମର ପୁରୁଣା କଥା ଆଉ ଲଥା ରହିଛେ । ଓଡିଶା ର ପଶ୍ଚିମାଞ୍ଚଳ ରେ ଇ କଥା ସବୁ ଶୁନବାର କେ ମିଳିଥିଶୀ । ଇନ୍ର ଧନୁ ରେ ସାତ ପ୍ରକାର ରଙ୍ଗ ଜେନତା ରହିଛେ ଭକାନି ରେ ଭି ସେନତା ସବୁ ପରିସ୍ଥିତି କେ ତାଳ - ମେଲ କରବାର କେ ଚେଷ୍ଟା କରା ଯାଇଛେ । ମୁନୁଷ ର ସାମାଜିକ ବ୍ୟବସ୍ଥା ଉପରେ ଆର୍ଥିକ ପରିସ୍ଥିତି ର ବ୍ୟକ୍ତିଗତ ଆଉ ସାମୁହିକ ପ୍ରଭାବ । ଜ୍ଞାନ ବିଜ୍ଞାନ ଉପରେ ଆଶା ଆଉ ଭରଷା , ଜେନଟା ବିକାଶ ର ବାଟ ଦୁଆର କୁହାଯିବା । ଧାର୍ମିକ ଆଉ ସାଂସ୍କୃତିକ ସାଙ୍ଗେ ଭୌତିକ ର ତାଳ ମେଲ ର ଭି ଉଯୋଗ କରା ଯାଇଛେ । ଯାହାକେ ଜେନତା ଟିକେ ଅଡୁଆ ଲାଗଲେ ମାଫ କରବେ । ସମିଆ ର ଖେଳ ଥି ତ ହାର ଆଉ ଜିତ ଦୁହିଟା ଦେଖବାର କେ ମିଲସି ହେଲେ ସେ ସବୁ କେ ହଜମ କରବାର ବଳ - ବଫୁ ଆଉ ମନ ଭି ଦରକାର । ସଭ୍ୟତା ତିଷ୍ଟିବାର ଲାଗି ଜେନତା ପାଏନ , ପବନ , ଜୁଏ , ଆକାଶ ଆଉ ଧରତୀ ର ଦରକାର ନିଜର ଆତ୍ମ ସମାଲୋଚନା ଲାଗି ଭକାନି ର ଦରକାର ପଡୁ । ଭକାନି ର ଉତ୍ତର ସୁନବାର କେ ଆତୁର - ବିତୁର ଲାଗୁଛେ ଆଉ ଗୁଟେ ବଡ ଆଶା ଭକାନି ର ଉତ୍ତର ଟା ମୋର ଲାଗି ଆଶିର୍ବାଦ ହେବା .................


ବିକି ପେରେ